କୋର୍ଟରେ ହାଜର ହେବା ପ‌ରେ ଜେଲ ଗଲେ ଦେବଗଡ ବିଧାୟକ ଓ ୨ ସହଯୋଗୀ

ଦେବଗଡ଼: ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ହୋଇଥିବା ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଆଜି ଦେବଗଡ଼ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ହାଜର କରାଯାଇଛି। ଏଥି ସହିତ ତାଙ୍କର ୨ ଜଣ ସହଯୋଗୀଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଛି। କୋର୍ଟରେ ଜାମିନ ନାମାଞ୍ଜୁର ହେବା ପରେ ତିନି ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ୭ ତାରିଖରେ ହେବ। ଏହା ପୂର୍ବରୁ ବିଧାୟକ ଶ୍ରୀ … Continue reading କୋର୍ଟରେ ହାଜର ହେବା ପ‌ରେ ଜେଲ ଗଲେ ଦେବଗଡ ବିଧାୟକ ଓ ୨ ସହଯୋଗୀ